Tag: Ekamra Residency Registration

Ekamra Residency Registration Opens: ଏକାମ୍ର ରେସିଡେନ୍ସି ପାଇଁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା: ଅକ୍ଟୋବର ୩୧ ଶେଷ ତାରିଖ

ରାଜଧାନୀ ଭୁବନେଶ୍ୱରରେ ନିଜର ଏକ ସ୍ୱପ୍ନର ଘର ପାଇବା ପାଇଁ ଆଶାୟୀ ଥିବା ଲୋକଙ୍କ ପାଇଁ ଖୁସି ଖବର। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (BDA) ଦ୍ୱାରା ‘ଏକାମ୍ର ରେସିଡେନ୍ସି’ ଆପାର୍ଟମେଣ୍ଟ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ନିଜ ସ୍ୱପ୍ନର ଆପାର୍ଟମେଣ୍ଟ…