ତାଜା ଖବର ରାଜ୍ୟ କଟକରେ ମା’ ଦୁର୍ଗାଙ୍କ ମେଲଣ ପାଇଁ ସକାଳ ୭ଟାରୁ ଆସନ୍ତାକାଲି ଭସାଣି ଶେଷ ହେବା ପର୍ଯ୍ୟନ୍ତ ଲାଗୁ ହେଲା ଟ୍ରାଫିକ କଟକଣା October 14, 2024 Papirani ଆଜି ଧରାପୃଷ୍ଠରୁ ଲୀଳାଖେଳା ଛାଡ଼ି ବାହୁଡିବେ ଜଗତ ଜନନୀ ମା’ ଦୁର୍ଗା। ମା’ଙ୍କ ଭସାଣ ଶୋଭାଯାତ୍ରା ପାଇଁ ଟୁଇନ୍ ସିଟିରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସବୁ ବର୍ଷ ମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଭୁବନେଶ୍ୱର ଓ କଟକରେ ଭସାଣ ଉତ୍ସବକୁ ଆକର୍ଷଣୀୟ…