Tag: Durga Puja

ଭସାଣି ବେଳେ ମୁସଲମାନ ବସ୍ତିରୁ ଟେକା ମାଡ଼ ଘଟଣା; ଆସନ୍ତାକାଲି କଟକ ବନ୍ଦ ଡାକରା

ଆସନ୍ତାକାଲି କଟକ ବନ୍ଦ । ଭସାଣ ଶୋଭାଯାତ୍ରାରେ ଗଣ୍ଡଗୋଳ ଘଟଣାକୁ ନେଇ ଆସନ୍ତାକାଲି କଟକ ବନ୍ଦ ଡାକରା ଦେଲା ବିଶ୍ୱ ହିନ୍ଦୁ ପରିଷଦ । ଗଣ୍ଡଗୋଳ ଘଟଣାରେ ପୋଲିସ ଓ ଜିଲ୍ଲା ପ୍ରଶାସନକୁ ଦାୟୀ କରି ବନ୍ଦ ଡାକରା ଦେଇଛି ବିଶ୍ୱ…

ମା’ ଦୁର୍ଗାଙ୍କ ଭସାଣି ସମୟରେ କଟକରେ ଘଟିଥିବା ଗୋଷ୍ଠୀ ସଂଘର୍ଷକୁ ଦୃଢ଼ ନିନ୍ଦା କରିଛନ୍ତି ଭକ୍ତ ଦାସ

କଟକରେ ଦଶହରାରେ ମା’ ଦୁର୍ଗାଙ୍କ ଭସାଣି ସମୟରେ, ଦରଘା ବଜାର ଠାରେ ଘଟିଥିବା ଗୋଷ୍ଠୀ ସଂଘର୍ଷ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ କହିଛନ୍ତି । ଏହି ଘଟଣାର ଦୃଢ଼ ନିନ୍ଦା କରିଛନ୍ତି…

କଟକରେ ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ; ଡିସିପିଙ୍କ ସମେତ ୬ ଆହତ

ଶୁକ୍ରବାର ଦିନ ବିଳମ୍ବିତ ରାତିରେ କଟକରେ ମା’ ଦୁର୍ଗାଙ୍କ ଭସାଣି ଶୋଭାଯାତ୍ରା ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷରେ ଡିସିପି ଋଷିକେଷ ଖିଲାରୀ ଙ୍କ ସମେତ ୬ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ସୂଚନା…

ବ୍ୟୋମକେଶ ରାୟଙ୍କୁ ଘେରିଲେ ସାଧାରଣ ଜନତା

ଦୁର୍ଗା ମେଢ଼ ଦେଖିବାକୁ ଆସି ହରଡ଼ଘଣାରେ ପଡ଼ିଲେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ । ନିଜ ନିର୍ବାଚନ ମଣ୍ଡଳୀରେ ଦୁର୍ଗାପୂଜା ମଣ୍ଡପ ବୁଲୁଥିବା ବେଳେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଖେରଙ୍ଗ ପଞ୍ଚାୟତର ଲୋକ ‘ଭତ୍ତା ଚୋର’ କହି ଶ୍ରୀ…

ଆଜି ପବିତ୍ର ବିଜୟା ଦଶମୀ; ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 

ଆଜି ପବିତ୍ର ବିଜୟା ଦଶମୀ । ଆଜି ଶାରଦୀୟ ଦୁର୍ଗାପୂଜାର ଶେଷ ଦିନ । ଆଜି ମଣ୍ତପରେ ମହିଷା ମର୍ଦ୍ଦିନୀଙ୍କ ସ୍ୱତନ୍ତ୍ର ନୀତିକାନ୍ତି । ସ୍ୱତନ୍ତ୍ର ତନ୍ତ୍ର, ମନ୍ତ୍ର, ଚଣ୍ତିପାଠରେ ଫାଟି ପଡୁଛି ପୁରପଲ୍ଲୀ । ମାଆଙ୍କୁ ଦର୍ଶନ ପାଇଁ ଲାଗି…

ପବିତ୍ର ମହାନବମୀ ଅବସରରେ କଟକର ବିଭିନ୍ନ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ମା ଦୁର୍ଗାଙ୍କ ପବିତ୍ର ମହାନବମୀ ଅବସରରେ କଟକ ସହରର ବିଭିନ୍ନ ପୂଜା ମଣ୍ଡପ ବୁଲି ପୂଜାର୍ଚ୍ଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ଆଜି ପ୍ରଥମେ କଟକର ପୋତାପୋଖରୀ ପୂଜାମଣ୍ଡପରେ ପହଞ୍ଚି ମାଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ସେଠାରେ…

କଟକରେ ଭାଙ୍ଗିଲା ପୂଜା ମଣ୍ଡପର ତାଜା ଓ ଲାଇଟ୍ ଗେଟ୍ : ୩ ଆହତ

କଟକରେ ଭାଙ୍ଗିଲା ପୂଜା ମଣ୍ଡପର ତାଜା। ଦଶହରାରେ ପୂଜା ମାହୋଲକୁ ଫିକା କରିଛି ଲଘୁଚାପ ବର୍ଷା। ଲଗାଣ ବର୍ଷା ଯୋଗୁଁ କଟକ ସ୍ଥିତ ରାଜାବଗିଚାରେ ଥିବା ପୂଜା ମଣ୍ଡପର ତାଜା ଭାଙ୍ଗି ୩ ଆହତ । ସର୍ବୋଦୟପୁର ପୂଜା କମିଟି ପକ୍ଷରୁ…

ବର୍ଷାରେ ଭିଜିବ ଦଶହରା, ସୃଷ୍ଟି ହେଲା ଲଘୁଚାପ

ଫିକା ପଡ଼ିବ ଦଶହରା । ବଙ୍ଗୋପସାଗରରେ ଲଘୁଚାପ ଅଧିକ ଘନୀଭୂତ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ୧୨ ଘଣ୍ଟାରେ ଅବପାତରେ ପରିଣତ ହେବ ଲଘୁଚାପ । ପରବର୍ତ୍ତୀ ସମୟରେ ଏହା ଆହୁରି ଘନୀଭୂତ ହୋଇ ଗଭୀର ଅବପାତର ରୂପ…

ପାର୍ବଣକୁ ଫିକା କରିପାରେ ଲଘୁଚାପଜନିତ ବର୍ଷା; ଆସୁଛି ଆଉ ଏକ ଲଘୁଚାପ

ପାର୍ବଣକୁ ଫିକା କରିପାରେ ଲଘୁଚାପ । ପୁଣି ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୩୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ଏବଂ ଅକ୍ଟୋବର ୧ ତାରିଖରେ ଏହା ଏକ ଲଘୁଚାପ…

ଦୁର୍ଗା ପୂଜା ପାଇଁ ଟ୍ରାଫିକ୍‌ କଟକଣା; ଦିନ ୨ଟା ପରେ NHରେ ଭାରିଯାନ ମନା

ଦୁର୍ଗା ପୂଜା ପାଇଁ ଜାରି ହେଲା ଟ୍ରାଫିକ୍‌ କଟକଣା । ୨୮ରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ଏହି କଟକଣା ଅନୁଯାୟୀ ଦିନ ୨ଟା ପରେ NHରେ ଭାରିଯାନ ମନା । ପ୍ରମୁଖ ରାସ୍ତାଗୁଡିକରେ…