ତାଜା ଖବର ରାଜ୍ୟ ଡ୍ରାଇଭରଙ୍କୁ ଆକ୍ରମଣ ଘଟଣା; ୮ ଗିରଫ July 11, 2025 Papirani ଡ୍ରାଇଭରଙ୍କୁ ଆନ୍ଦୋଳନରତ ଡ୍ରାଇଭର ପିଟିବା ଘଟଣାରେ ୮ ଆନ୍ଦୋଳନରତ ଡ୍ରାଇଭରଙ୍କୁ ଗିରଫ କଲା ପୁଇଁତଳା ଥାନା ପୋଲିସ । ବଲାଙ୍ଗିର-ସୋନପୁର ୫୭ ନମ୍ବର ଜାତୀୟ ରାଜପଥ ନିକଟ ଟୋଲ୍ ଗେଟ୍ ପାଖରେ ହୋଇଥିଲା ଆକ୍ରମଣ । ଗୁରୁତର ଅବସ୍ଥାରେ ଡ୍ରାଇଭର ଭୀମଭୋଇ…