Tag: Dr. Ashok Kumar Mahapatra

Padma Shri Dr. Ashok Mahapatra Passes Away: ପରଲୋକରେ ପ୍ରଖ୍ୟାତ ସ୍ନାୟୁ ଶଲ୍ୟ ଚିକିତ୍ସକ ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ର

ବିଶିଷ୍ଟ ସ୍ନାୟୁଶଲ୍ୟ ଚିକିତ୍ସକ ତଥା ପଦ୍ମଶ୍ରୀ ସମ୍ମାନିତ ଡାକ୍ତର ଅଶୋକ ମହାପାତ୍ରଙ୍କର ପରଲୋକ ଘଟିଛି। ୭୪ ବର୍ଷ ବୟସରେ ଦିଲ୍ଲୀସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ରାତି ପ୍ରାୟ ୯ଟା ୧୫ ମିନିଟରେ ତାଙ୍କର ଦେହାନ୍ତ…