Tag: Doctor safety

ଡାକ୍ତରଙ୍କ ସୁରକ୍ଷା ପାଇଁ କାଲିସୁଦ୍ଧା ଆସିବ ସ୍ୱତନ୍ତ୍ର ଏସ୍‌ଓପି

କାଲିସୁଦ୍ଧା ଡାକ୍ତରଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଏସ୍‌ଓପି ଆସୁଥିବାର ସୂଚନା ଦେଲେ ଡିଏମ୍‌ଇଟି ଡାକ୍ତର ସନ୍ତୋଷ କୁମାର ମିଶ୍ର । ସେ କହିଛନ୍ତି ଆନ୍ଦୋଳନକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ କରୁଛି ଏସ୍‌ଓପି । ସବୁ କଲେଜ ପ୍ରିନ୍ସପାଲ ଓ…