ତାଜା ଖବର ଦେଶ Nepal Flash Floods: ନେପାଳରେ ଆକସ୍ମିକ ବନ୍ୟା ଘଟଣା: ନିଖୋଜଙ୍କ ଚିହ୍ନଟ ପାଇଁ ଡିଏନ୍ଏ ପରୀକ୍ଷା ନିମନ୍ତେ ନୋଟିସ୍ ଜାରି September 9, 2026 Papirani ନେପାଳର ଭୋଟକୋଶୀ ବନ୍ୟା ବିପର୍ଯ୍ୟୟ ୨୦୨୬ ରେ ନିଖୋଜ ଥିବା ବ୍ୟକ୍ତିମାନଙ୍କ ଚିହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ନେପାଳ ସରକାର ଓ ପୋଲିସ ପ୍ରଶାସନ ତରଫରୁ ଏକ ବିଶେଷ ସାର୍ବଜନୀନ ନୋଟିସ୍ ଜାରି କରାଯାଇଛି। ନେପାଳ ବାହାରେ ରହୁଥିବା ନିଖୋଜ…