Tag: DJ ban

DJ Music Banned in BBSR: ଭୁବନେଶ୍ୱରର ଦୁର୍ଗାପୂଜା ଭାସାଣିରେ ଡିଜେ ଉପରେ ଲାଗିଲା କଟକଣା; କଡ଼ା ଚେତାବନୀ ଦେଲେ ଡିସିପି

ଭୁବନେଶ୍ୱରରେ ଦୁର୍ଗାପୂଜା ଭାସାଣି ଉତ୍ସବକୁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ କଡ଼କଡ଼ି କଟକଣା ଜାରି କରାଯାଇଛି। ଚଳିତ ବର୍ଷ ଭାସାଣି ଶୋଭାଯାତ୍ରା ସମୟରେ ଡିଜେ ମ୍ୟୁଜିକ୍ ବଜାଇବା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଛି ବୋଲି ମଙ୍ଗଳବାର…