ତାଜା ଖବର ରାଜ୍ୟ ଡିପ୍ଥେରିଆ ସଂକ୍ରମଣର ଉତ୍ସ କଳାହାଣ୍ଡି June 21, 2024 Nirvay ଡିପ୍ଥେରିଆ ସଂକ୍ରମଣ ନେଇ ଆଜି ଗଣମାଧ୍ୟକୁ ସୂଚନା ଦେଇ ପରିବାର କଲ୍ୟାଣ ନିର୍ଦ୍ଦେଶିକା କହିଛନ୍ତି ରାୟଗଡ଼ା ନୁହେଁ କଳାହାଣ୍ଡି ହେଉଛି ଡିପ୍ଥେରିଆ ସଂକ୍ରମଣର ଉତ୍ସ। ପ୍ରଥମେ କଳାହାଣ୍ଡି ଇନ୍ଦ୍ରାବତୀ ବୁଡ଼ି ଅଞ୍ଚଳରୁ ଏହି ସଂକ୍ରମଣ ବ୍ୟାପିଥିବା କହିଲେ ପରିବାର କଲ୍ୟାଣ ନିର୍ଦ୍ଦେଶିକା।…
ତାଜା ଖବର ରାଜ୍ୟ ସ୍ୱାସ୍ଥ୍ୟ ଏମ୍କେସିଜି ମେଡିକାଲରେ ଡିପ୍ଥେରିଆ ଆକ୍ରାନ୍ତଙ୍କ ମୃତ୍ୟୁ June 20, 2024 Papi Jena ଡିପ୍ଥେରିଆ ସଂକ୍ରମଣ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇଦେଇଛି। ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ଚିକିିତ୍ସିତ ହେଉଥିବା ଆଉ ଜଣେ ଡିପ୍ଥେରିଆ ରୋଗୀଙ୍କର ମୃତ୍ୟୁ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଏମ୍କେସିଜି ମେଡିକାଲ ଅଧୀକ୍ଷକ। ମୃତକ କୋରାପୁଟ ବନ୍ଧୁଗାଁର ୧୦ ବର୍ଷର ନାବାଳକ ବୋଲି…
ରାଜ୍ୟ କାଶୀପୁରରେ ଡିପଥେରିଆ ପାଇଁ ବୁଷ୍ଟର ଡୋଜ June 19, 2024 Nirvay ଆଜି ରାୟଗଡ଼ା ଜିଲ୍ଲାର କାଶୀପୁରରେ ଡିପଥେରିଆ ରୋଗ ପାଇଁ ବୁଷ୍ଟର ଡୋଜ ଦିଆଯାଉଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରୋଗ ବ୍ୟାପିଥିବା ମୁନୁଷପଦର ସହ କାଶୀପୁରର ୮୦ଟି ଗାଁରେ ଏହି ବୁଷ୍ଟର…
ତାଜା ଖବର ରାଜ୍ୟ ସଂକ୍ରମଣର ରୂପ ନେଲାଣି ଡିପଥେରିଆ June 18, 2024 Nirvay ରାଜ୍ୟରେ ସଂକ୍ରମଣର ରୂପ ନେଲାଣି ଡିପଥେରିଆ। ଏ ନେଇ ସୂଚନା ଦେଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର। ରାୟଗଡ଼ା ପରେ କୋରାପୁଟ ଓ କଳାହାଣ୍ଡିକୁ ମାଡ଼ିଲାଣି। ଏବେ ସୁଦ୍ଧା ଡିପଥେରିଆରେ ୩ ଜିଲ୍ଲାରେ ୨୧ ଚିହ୍ନଟ ହୋଇଛନ୍ତି। ଡିପଥେରିଆରେ ୫ ଜଣଙ୍କ…