ତାଜା ଖବର ରାଜ୍ୟ Digital Arrest Scam: ମହିଳାଙ୍କୁ ଡିଜିଟାଲ ଆରେଷ୍ଟ କରି ୩୦ ଲକ୍ଷ ଟଙ୍କା ଠକେଇ; ଅଭିଯୁକ୍ତ ଗିରଫ January 27, 2026 Papirani ଭୁବନେଶ୍ବରରେ ଜଣେ ମହିଳାଙ୍କୁ ଡିଜିଟାଲ ଆରେଷ୍ଟ କରି ନେଇଗଲେ ୩୦ ଲକ୍ଷ ଟଙ୍କା। ପୁରୁଣା ଭୁବନେଶ୍ୱର ଅଞ୍ଚଳର ଜଣେ ମହିଳା ସାଇବର ଠକେଇର ଶିକାର ହୋଇଛନ୍ତି । ମହିଳାଙ୍କ ଫୋନକୁ କଲ କରି ମୁମ୍ବାଇ କୋଲାବ ଥାନା ଅଧିକାରୀ ପରିଚୟ ଦେବା…