ତାଜା ଖବର ରାଜ୍ୟ ନବରଙ୍ଗପୁରରେ ଝାଡ଼ାବାନ୍ତି ଆତଙ୍କ; ୧୫ ଦିନରେ ୩ ଜଣଙ୍କ ମୃତ୍ୟୁ September 9, 2024 Papi Jena ନବରଙ୍ଗପୁରରେ ବ୍ୟାପୁଛି ଝାଡ଼ାବାନ୍ତି । ୧୫ ଦିନ ମଧ୍ୟରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି। ଅସ୍ବାସ୍ଥ୍ୟକର ପରିବେଶ ଓ ନଦୀନାଳ ପାଣିର ବ୍ୟବହାର ଯୋଗୁଁ ଝାଡ଼ାବାନ୍ତି ବ୍ୟାପିଥିବା ସନ୍ଦେହ କରାଯାଉଛି । ଖବର ପାଇ ସ୍ୱାସ୍ଥ୍ୟ ବିଭାଗ…