Tag: Deputy cm Pravati Parida

ମହିଳା କମିଶନକୁ କ୍ଷମତା ସମ୍ପନ୍ନ କରାଯିବ: ପ୍ରଭାତୀ ପରିଡ଼ା

ମହିଳାମାନଙ୍କୁ ସଶକ୍ତ କରିବା ଏବଂ ତୃଣମୂଳ ସ୍ତରରେ ସେମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ, ଜାତୀୟ ମହିଳା ଆୟୋଗ “ଜାତୀୟ ମହିଳା କମିଶନ – ଆପଣଙ୍କ ଦ୍ୱାରରେ” ଶୀର୍ଷକ ଏକ ଜନ ଶୁଣାଣି ଆୟୋଜନ ହୋଇଛି । ଏହି ଅବସରର ଉପ…

ଫେବୃଆରୀ ୮ ରେ ମହିଳାମାନଙ୍କୁ ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା

ଫେବ୍ରୁଆରି ୮ ତାରିଖରେ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ଏ ନେଇ ଆଜି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସେ କହିଛନ୍ତି ଆସନ୍ତା ୩ ଓ ୪ ତାରିଖରେ ବ୍ୟାଙ୍କ କୁ ଯାଇ…

ରାଜ୍ୟ ବାହାରେ ଥିବା ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା

ସୁଭଦ୍ରା ଯୋଜନାକୁ ନେଇ ଆଜି ଆଉ ଏକ ବଡ଼ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଓଡିଶାରେ ବସବାସ କରୁଥିବା ମହିଳାମାନଙ୍କ ପାଇଁ ରାଜ୍ୟ ସରକାର ସୁଭଦ୍ରା ଯୋଜନା ଲାଗୁ କରିଛନ୍ତି । ଏବେ ମାଇଗ୍ରାଣ୍ଟ ମହିଳା ମଧ୍ୟ ଆବେଦନ…

ଜାନୁଆରୀ ଶେଷ ସୁଦ୍ଧା ମିଳିବ ସୁଭଦ୍ରା ଟଙ୍କା

ଚଳିତ ମାସ ଶେଷ ସୁଦ୍ଧା ମିଳିବ ସୁଭଦ୍ରାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା । ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିସାରିଥିବା ବେଳେ ଜାନୁଆରୀ ଶେଷରେ ଚତୁର୍ଥ ପର୍ଯାୟ ଟଙ୍କା ମିଳିବ ବୋଲି କହିଛନ୍ତି ପ୍ରଭାତୀପର ପରିଡ଼ା ।…

ଖୁବ ଶୀଘ୍ର ରାଜ୍ୟରେ ବଢ଼ିବ ଅଙ୍ଗନବାଡି କର୍ମୀଙ୍କ ଦରମା !

ବଢ଼ିବ ଅଙ୍ଗନବାଡି କର୍ମୀଙ୍କ ଦରମା । ରାଜ୍ୟ ଅଙ୍ଗନବାଡି କର୍ମୀଙ୍କ ଦରମା ବଢ଼ିବା ନେଇ କେନ୍ଦ୍ରକୁ ଦିଆଗଲା ପ୍ରସ୍ତାବ । ରାଜସ୍ଥାନ ଜୟପୁର ଚିନ୍ତନ ଶିବିରରେ ପ୍ରସ୍ତାବ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏହା ସହ ଉପମୁଖ୍ୟମନ୍ତ୍ରୀ ରାଜ୍ୟରେ କାର୍ଯ୍ୟରତ…

ବଣ୍ଡାଘାଟିବାସୀଙ୍କୁ ମିଳିବ ଅଧିକ ୫୦ ହଜାର ଟଙ୍କା

ବଣ୍ଡାଘାଟିବାସୀଙ୍କୁ ମିଳିବ ଅଧିକ ୫୦ ହଜାର ଟଙ୍କା । ଆଜି ଆଜି ମାଲକାନଗିରି ବଣ୍ଡାଘାଟି ଗସ୍ତ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସୁଭଦ୍ରା ଓ ଆବାସ ଯୋଜନାକୁ ନେଇ ସ୍ଥିତି ପରଖିବା ପରେ ସୂଚନା ଦେଇ କହିଛନ୍ତି ବଣ୍ଡାଘାଟିରେ ଲୋକଙ୍କୁ…

ଅଯୋଗ୍ୟ ବୋଲି ମାନିନିଅନ୍ତୁ ନହେଲେ ଦଣ୍ଡିତ ହେବେ: ପ୍ରଭାତୀ ପରିଡା

ରାଜ୍ୟରେ ସୁଭଦ୍ରା ଯୋଜନାର ଟଙ୍କା ପାଇଥିବା ଅଯୋଗ୍ୟ ହିତାଧିକାରୀଙ୍କ ବିରୋଧରେ ଓଡିଶା ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଚେତାବନୀ ଦେଇ କହିଛନ୍ତି ଯେଉଁମାନେ ସୁଭଦ୍ରା ଟଙ୍କା ପାଇଛନ୍ତି କିନ୍ତୁ ସେମାନେ ଟଙ୍କା ପାଇବାର…

ଡିସେମ୍ବର ୨୫ରେ ହିତାଧିକାରୀଙ୍କୁ ମିଳିବନି ସୁଭଦ୍ରା ଟଙ୍କା

ଡିସେମ୍ବର ୨୫ ରେ ମିଳିବାକୁ ଥିବା ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତିକୁ ସ୍ଥଗିତ ରଖିଲେ ରାଜ୍ୟ ସରକାର । ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଆସିବା ପୂର୍ବରୁ ଆଜି ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି…

ଆନ୍ଦୋଳନକାରୀ ମିଶନ ଶକ୍ତି ମହିଳା ନୁହନ୍ତି: ଉପମୁଖ୍ୟମନ୍ତ୍ରୀ

ତୃତୀୟ ଦିନରେ ପହଁଚିଲା ମିଶନ ଶକ୍ତି ମାଙ୍କ ଆନ୍ଦୋଳନ। ରାଜ୍ୟ ସରକାରଙ୍କ ସହ ଅଲ ଓଡ଼ିଶା ଜିପିଏଲଏଫ ମିଶନଶକ୍ତି କର୍ମୀ ସଂଘର ଆଲୋଚନା ବିଫଳ ପରେ ଭୁବନେଶ୍ବର ଲୋୟର ପିଏମଜିରେ ଆନ୍ଦୋଳନ ଜାରି ରଖିଛି ସଂଘ । ଏହି ମଧ୍ୟରେ ମିଶନ…