Tag: Delivery boy Attack

Severe Assault on Delivery Boy: ଡେଲିଭରୀ ବୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ; ଫୋନ୍ ଓ ଟଙ୍କା ଲୁଟ୍

ରାଜଧାନୀରେ ଡେଲିଭେରୀ ବୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଖଣ୍ଡଗିରି ଥାନା ଅଞ୍ଚଳ ଜାଗମରା ଗଣ୍ଡମୁଣ୍ଡା ରାସ୍ତାରେ ଡେଲିଭେରୀ ବୟ ତାପସ ବେହେରା ନାମକ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରି ମୋବାଇଲ ଫୋନ୍ ଓ ନଗଦ ଟଙ୍କା ଲୁଟ୍ ନେଇଥିବା…