ତାଜା ଖବର ଦେଶ Delhi Blast: ଦିଲ୍ଲୀ ଲାଲ୍କିଲ୍ଲା ନିକଟରେ ବିସ୍ଫୋରଣ: ୧୩ ମୃତ, ୧୪ ଆହତ November 10, 2025 Papirani ଆଜି ଦିଲ୍ଲୀ ଲାଲକିଲ୍ଲା ନିକଟରେ ଏକ କାରରେ ବିସ୍ପୋରଣ ଘଟିଛି। ବିସ୍ଫୋରଣ ପରେ କାରଟିରେ ନିଆଁ ଲାଗିଯାଇଛି। ସୋମବାର ସନ୍ଧ୍ୟାରେ ଘଟିଥିବା ଏହି ବିସ୍ଫୋରଣରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ଆହତ ହୋଇଥିବା ସୂଚନା ମିଳିଛି। ଲାଲକିଲ୍ଲା ମେଟ୍ରୋ…