Tag: Dadan worker

ଥାନାରେ ଦାଦନ ଶ୍ରମିକଙ୍କୁ ଅଟକ ଘଟଣା: ‘ନିର୍ଭୟ’ରେ ଖବର ପ୍ରକାଶ ପରେ ଗାଁ’ରେ ନେଇ ଛାଡ଼ିଲା ପୁଲିସ

ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ନିକଟସ୍ଥ ଖୁଟୁଲୁମୁଣ୍ଡା ଗାଁ’ର ଏକ ଫାର୍ମ ହାଉସ ନିକଟରେ ଶନିବାର ବରଗଡ଼ ଜିଲ୍ଲା ପାଇକମାଳ ଥାନା ଅଞ୍ଚଳର ଶ୍ରମିକ ମାନଙ୍କୁ ଆଣି ରଖିଥିଲେ ରାଜ୍ୟ ବାହାରକୁ ଶ୍ରମିକ ଚାଲାଣ କରିବା ପାଇଁ । ଅକାରଣରେ ପୁରୁଷ…