Tag: cyclone

ବାତ୍ୟା ପାଇଁ ତିନିଦିନ ବନ୍ଦ ରହିବ କଲେଜ ଓ ବିଶ୍ଵ ବିଦ୍ୟାଳୟ

ସାମ୍ଭାବ୍ୟ ବାତ୍ୟକୁବଦୃଷ୍ଟିରେ ରଖି କଲେଜ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଅକ୍ଟୋବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ କଲେଜ। ପ୍ରଭାବିତ ୧୪ ଜିଲ୍ଲାରେ କଲେଜ ଓ ବିଶ୍ଵବିଦ୍ୟାଳୟ ତିନିଦିନ ପାଇଁ ବନ୍ଦ ରହିବ। ପରିସ୍ଥିତିକୁ ଦୃଷ୍ଟିରେ…

ବାତ୍ୟା ପାଇଁ ୧୭୮ ବାତିଲ ହେଲା ଟ୍ରେନ୍

ମାଡ଼ି ଆସୁଛି ବାତ୍ୟା ‘ଦାନା’ । ୨୪ ରାତି କିମ୍ବା ୨୫ ସକାଳ ଲ୍ୟାଣ୍ଡଫଲ କରିବ ଭୀଷଣ ବାତ୍ୟା ଦାନା । ଲ୍ୟାଣ୍ଡଫଲ କରିବା ସମୟରେ ଘଣ୍ଟାପ୍ରତି ବହିବ ୧୦୦ ରୁ ୧୧୦ କିମି ବେଗରେ ପବନ ବହିବ । ଭୀଷଣ…

ସମ୍ଭାବ୍ୟ ବାତ୍ୟା ଯୋଗୁଁ ସବୁ ଡାକ୍ତରଙ୍କ ଛୁଟି ବାତିଲ କଲେ ସରକାର

ମାଡ଼ି ଆସୁଛି ବାତ୍ୟା ଦାନା। ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପରିସ୍ଥିତି ପାଇଁ ସଜାଗ ରହିଛନ୍ତି। ଏହି ସମୟରେ ସ୍ବାସ୍ଥ୍ୟ ବିଭାଗ ମଧ୍ୟ ସତର୍କତା ଅବଲମ୍ବନ କରିଛି । ବାତ୍ୟା ଯୋଗୁଁ ସବୁ ଡାକ୍ତରଙ୍କ ଛୁଟି…

ସତ ହେଲା ‘ଖଡ଼ିରତ୍ନ ପଞ୍ଜିକା’ରେ ପୂର୍ବରୁ ଜ୍ୟୋର୍ତିବିଦମାନେ ଦେଇଥିବା ବାତ୍ୟାର ସୂଚନା

ସତ ହେବାକୁ ଯାଉଛି ‘ଖଡ଼ିରତ୍ନ ପଞ୍ଜିକା’ରେ ବର୍ଷକ ପୂର୍ବେ କରାଯାଇଥିବା ବାତ୍ୟାର ଗଣନା। ଓଡିଶାକୁ ମାଡ଼ି ଆସୁଛି ବାତ୍ୟା। ଓଡ଼ିଶାରେ ବାତ୍ୟା ହେବା ନେଇ ପାଣିପାଗ ବୈଜ୍ଞାନିକମାନେ ବର୍ତ୍ତମାନ ପୂର୍ବାନୁମାନ କରିଛନ୍ତି । ଆଧୁନିକ ଯନ୍ତ୍ରପାତି ସାହାଯ୍ୟରେ ଅନେକ ଗବେଷଣା କରିବା…

ସମ୍ଭାବ୍ୟ ବାତ୍ୟା ପାଇଁ ରାଜ୍ୟର ସମସ୍ତ ବନ୍ଦର ପାଇଁ ୧ ନଂ ବିପଦ ସଙ୍କେତ ଜାରି

ଓଡିଶାକୁ ମାଡ଼ି ଆସୁଛି ବାତ୍ୟା ‘ଦାନା’। ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ମଙ୍ଗଳବାର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ ହୋଇଛି। କାଲି ସକାଳ ସୁଦ୍ଧା ବାତ୍ୟାର ରୂପ ନେବ ଦାନା । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ…

ମାଡ଼ି ଆସୁଛି ବାତ୍ୟା ଦାନା; ଅବପାତର ରୂପ ନେଲା ଲଘୁଚାପ

ଅବପାତରେ ପରିଣତ ହେଲା ଲଘୁଚାପ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ । ପାରାଦୀପ ଠାରୁ ୭୩୦ କିମି ଦକ୍ଷିଣ-ଦକ୍ଷିଣ-ପୂର୍ବରେ କେନ୍ଦ୍ରୀଭୂତ ହୋଇଥିବା ବେଳେ ସାଗର ଦ୍ବୀପରୁ ୭୭୦ କିମି ଦୂରରେ ଏବେ ରହିଛି ଅବପାତ। ଆସନ୍ତାକାଲି ସୁଦ୍ଧା ଏହା…

ଟିଭି ପ୍ରଚାରର ଫଳ: ଆଳୁର ହାଫ୍ ସେଞ୍ଚୁରୀ

ପ୍ରଚାର କେମିତି ଦରଦାମକୁ ପ୍ରଭାବିତ କରେ, ତାହାର ପୁଣି ଏକ ନମୁନା ଆସିଛି ସାମ୍ନାକୁ । ସମ୍ଭାବ୍ୟ ବାତ୍ୟା ‘ଦାନା’ ଏକ ନିଶ୍ଚିତ ରୂପ ନେଇନାହିଁ । କିନ୍ତୁ ଗତ ଦୁଇ ଦିନ ହେଲା ବିଭିନ୍ନ ଚ୍ୟାନେଲ ଏହି ବାତ୍ୟାକୁ ନେଇ…

ଆସୁଛି ବାତ୍ୟା ଦାନା; ୨୩ ତାରିଖ ପୂର୍ବରୁ ପୁରୀ ଛାଡ଼ିବାକୁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ଦିଆଗଲା ନିର୍ଦ୍ଦେଶ

ଓଡ଼ିଶାରେ ମାଡ଼ ହେବ ସାମ୍ଭାବ୍ୟ ବାତ୍ୟା ‘ଦାନା’ । ବାତ୍ୟା ମୁକାବିଲା ନେଇ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ତେଣୁ ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ପୁରୀକୁ ଆସିଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନଙ୍କୁ ପୁରୀ ଛାଡ଼ିବାକୁ…

ସମ୍ଭାବ୍ୟ ବାତ୍ୟାକୁ ନେଇ ସ୍କୁଲ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଅତି ଭୀଷଣ ବାତ୍ୟା ରୂପ ନେଇ ଓଡ଼ିଶାକୁ ହିଟ୍‌ କରିବ ସମ୍ଭାବ୍ୟ ବାତ୍ୟା ‘ଦାନା’। ପୁରୀ ଓ ସାଗର ଦ୍ୱୀପ ମଧ୍ୟରେ ଏହା ଲ୍ୟାଣ୍ଡଫଲ୍‌ କରିପାରେ ବା ସ୍ଥଳଭାଗ ଛୁଇଁପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।…

ସମ୍ଭାବ୍ୟ ବାତ୍ୟା ‘ଦାନା’ ପାଇଁ ଘୁଞ୍ଚିଲା ବୃତ୍ତି ପରୀକ୍ଷା

ସମ୍ଭାବ୍ୟ ବାତ୍ୟା ପାଇଁ ବୃତ୍ତି ପରୀକ୍ଷା ଘୁଞ୍ଚିଲା । ସମ୍ଭାବ୍ୟ ବାତ୍ୟା ପାଇଁ ଏନଆରଟିଏସ ଓ ପ୍ରାଥମିକ ସ୍କଲାରସିପ ପରୀକ୍ଷାକୁ ସ୍ଥଗିତ ରଖିଲା ବୋର୍ଡ । ପରୀକ୍ଷା ପୁଣି କେବେ ହେବ ସେନେଇ ବୋର୍ଡ ପକ୍ଷରୁ ଜଣାଇ ଦିଆଯିବ ବୋଲି ସରକାରଙ୍କ…