Tag: Cyclone dana

ବାତ୍ୟା ମୁକାବିଲା ନେଇ ପ୍ରଶାସନର ପ୍ରସ୍ତୁତି ; ୩ ଲକ୍ଷ ଲୋକ ହୋଇଛନ୍ତି ସ୍ଥାନାନ୍ତର: ମୁଖ୍ୟମନ୍ତ୍ରୀ

ଆଜି ଲୋକସେବା ଭବନରେ ବାତ୍ୟା ମୁକାବିଲାର ସମୀକ୍ଷା ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ବାତ୍ୟାର ପ୍ରଭାବିତ ଅଞ୍ଚଳରେ ପାଖାପାଖି ୩ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ୧୧ ଜିଲ୍ଲାର ୩୮ ବ୍ଲକ…

ସୃଷ୍ଟି ହେବନି ବାତ୍ୟାର ଆଖି: ମୃତ୍ୟୁଞ୍ଜୟ ମହାପାତ୍ର

ମାଡ଼ି ଆସୁଥିବା ଭୀଷଣ ବାତ୍ୟା ଦାନା ଆଖି ସୃଷ୍ଟି ହୋଇନି କି ହେବନି ବୋଲି ସୂଚନା ଦେଇଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି ବଡ଼ ବାତ୍ୟା ହେଲେ ଏହାର ଆଖି ସୃଷ୍ଟି ହୋଇଥାଏ। କିନ୍ତୁ ବାତ୍ୟା ଦାନା…

ବାତ୍ୟା ପାଇଁ ୧୯ଟି ଏନଡିଆରଏଫ୍ ୫୧ ଓଡ୍ରାଫ୍ ଟିମ୍‌ ମୁତୟନ

ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସାମୁଦ୍ରିକ ବାତ୍ୟା ‘ଦାନା’ ସୃଷ୍ଟି ହୋଇଛି। ସମୁଦ୍ରରୁ ବଳ ଗୋଟାଇ ମାଡ଼ି ଆସୁଛି ଭୀଷଣ ବାତ୍ୟା ଦାନା । ଘଣ୍ଟାକୁ ୧୨ କିଲୋମିଟ ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଆଗକୁ ବଢ଼ୁଛି ଦାନା ।…

ଲ୍ୟାଣ୍ଡଫଲ୍‌ ପରେ ସାମାନ୍ୟ ରିକର୍ଭ କରିପାରେ ବାତ୍ୟା “ଦାନା”

ଭୀଷଣ ବାତ୍ୟାର ରୂପ ନେଇ ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ‘ଦାନା’। ଲ୍ୟାଣ୍ଡଫଲ୍ କରିବା ପରେ ସାମାନ୍ୟ ଦିଗ ବଦଳାଇ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡିଶା ମୁହାଁଇ ପାରେ ବାତ୍ୟା “ଦାନା” । ଏନେଇ ସୂଚନା ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା…

ବାତ୍ୟା ପାଇଁ ବାଲେଶ୍ବରରେ ବସ୍ ଚଳାଚଳ ବନ୍ଦ

ଭୀଷଣ ବାତ୍ୟାର ରୂପ ନେଲା ‘ଦାନା’ । ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଆଡକୁ ମାଡିଆସୁଛି ଦାନା। ପାରାଦୀପଠାରୁ ୨୮୦ ଓ ଧାମରାଠାରୁ ୩୧୦କିମି ଦକ୍ଷିଣ-ପୂର୍ବ ଦିଗରେ ଭୀଷଣ ବାତ୍ୟା ରହିଛି । ଘଣ୍ଟାପ୍ରତି ୧୫ କିମି ବେଗରେ ଆଗକୁ…

‘ଦାନା’ ମୁକାବିଲା ପାଇଁ ୧୪ ଜିଲ୍ଲାର କଣ୍ଟ୍ରୋଲ ରୁମ୍ ସହ ଜରୁରୀକାଳୀନ ହେଲ୍ପଲାଇନ ନମ୍ବର ଜାରି

ଓଡ଼ିଶା ମୁହାଁ ବାତ୍ୟା ଦାନା । ଭିତରକନିକା-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ସାଇକ୍ଲୋନ୍। ଆଜି ରାତି ଓ ୨୫ ସକାଳେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା। ଭୀଷଣ ବାତ୍ୟା ଭାବରେ ଉପକୂଳ ଅତିକ୍ରମ କରିବ ‘ଦାନା’। ଲ୍ୟାଣ୍ଡଫଲ୍ ବେଳେ ପବନ ବେଗ…

ବାତ୍ୟା ଦାନା ପାଇଁ ଘୁଞ୍ଚିଲା ଓପିଏସସି ପରୀକ୍ଷା

ଘୁଞ୍ଚିଲା ରାଜ୍ୟରେ ୨୦୨୩ ବର୍ଷ ପାଇଁ ହେବାକୁଥିବା ଓପିଏସସି ପରିଚାଳିତ ଓସିଏସ୍ ପ୍ରିଲିମନାରୀ ପରୀକ୍ଷା । ଆସନ୍ତା ୨୭ ତାରିଖ ରବିବାରରେ ହେବାକୁ ଥିବା ଓଡିଶା ସିଭିଲ ସର୍ଭିସ ପରୀକ୍ଷା ବାତିଲ କରାଯାଇଛି। ବାତ୍ୟା ଦାନାକୁ ନେଇ ଓଡ଼ିଶା ଲୋକ ସେବା…

ସ୍ଥଳଭାଗ ଛୁଇଁଲା ବାତ୍ୟା ଦାନାର ବାହ୍ୟବଳୟ

ବାତ୍ୟା ଦାନା ପାଇଁ ବିଭିନ୍ନ ସ୍ଥାନରେ ହାଲୁକା ପବନ ସହ ବର୍ଷା ଆରମ୍ଭ। ସ୍ଥଳଭାଗ ଛୁଇଁଲା ବାତ୍ୟାର ବାହ୍ୟବଳୟ । ବାତ୍ୟା ଦାନା ଏବେ ୧୫ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗରେ ଆଗକୁ ମାଡି ଆସୁଛି। କ୍ରମେ ଏହାର ଭୀଷଣ ବାତ୍ୟା…

ବିଜେପିର ପକ୍ଷରୁ ଜାରି ହେଲା ବାତ୍ୟା ହେଲ୍ପ ଲାଇନ୍ ନମ୍ବର 

ବିଜେପି ପକ୍ଷରୁ ଜାରି ହେଲା ବାତ୍ୟା ପାଇଁ ହେଲ୍ପ ଲାଇନ୍ ନଂ । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ହେଲ୍ପ ଲାଇନ୍ ନଂ ହେଲା ୦୬୭୪-୨୩୯୩୯୮୪ । ହେଲ୍ପ ଲାଇନ୍ ନଂ ଜାରି କରିବା…

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଓଡ଼ିଶାରେ ୫ ଏନଡିଆରଏଫ୍ ଟିମ୍

ବାତ୍ୟା ‘ଦାନା’ ମୁକାବିଲା ପାଇଁ ଆଉ ୫ଟି କେନ୍ଦ୍ରୀୟ ବିପର୍ଯ୍ୟୟ ପରିଚାଳନା ଫୋର୍ସ (ଏନଡିଆରଏଫ୍) ମଙ୍ଗଳବାର ରାତିରେ ପଞ୍ଜାବର ବାଥିନାରୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ପଞ୍ଜାବ ଭଟିଣ୍ଡାରୁ ୧୫୦ ଜଣିଆ ସଦସ୍ୟଙ୍କୁ ନେଇ ବାୟୁସେନାର ଦୁଇଟି ବିମାନରେ ଆଇଏଲ ୭୬ ଓ ଏନ…