Tag: Cyclone dana

ବାତ୍ୟା ଆଗରୁ ବୃଦ୍ଧାଙ୍କୁ କାନ୍ଧେଇ ଆଣିବା ଘଟଣା; ଆଶା ଦିଦିଙ୍କୁ ପ୍ରଶଂସା କରିବା ସହ ଘର ଓ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡା ଜିଲ୍ଲା ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଆଶା ଦିଦି ଶିବାନୀ ମଣ୍ଡଳଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ନରେ ଟେଲିଫୋନ୍ ଯୋଗେ କଥାହୋଇ ବାତ୍ୟା ସମୟରେ ମାନବିକତାର ପ୍ରକୃତ ନିଦର୍ଶନ ଦେଖାଇଥିବାରୁ ତାଙ୍କୁ ଧନ୍ୟବାଦ ଦେଇଥିଲେ। ସୂଚନା…

କାଲି ଆକାଶମାର୍ଗରୁ ବାତ୍ୟା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

କାଲି ବାତ୍ୟା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆକାଶମାର୍ଗରୁ କାଲି ଦିନ ୧୦ଟାରେ କରିବେ ପରିଦର୍ଶନ । କାଲି ଆକାଶ ମାର୍ଗରୁ ବାତ୍ୟା ଦାନା ଦ୍ଵାରା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିବେ ମୁଖ୍ୟମନ୍ତ୍ରୀ…

ଲ୍ୟାଣ୍ଡଫଲ ପରେ ଦୁର୍ବଳ ହେଲା ବାତ୍ୟା ଦାନା

ଶେଷ ହେଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ଭୀଷଣ ବାତ୍ୟା ରୁ “ବାତ୍ୟା”ରେ ପରିଣତ ହେଲା ଦାନା । ମଧ୍ୟରାତ୍ରୀରେ ଲ୍ୟାଣ୍ଡଫଲ୍‌ କରିଥିଲା ସାମୁଦ୍ରିକ ବାତ୍ୟା ‘ଦାନା’। ସ୍ଥଳଭାଗକୁ ସ୍ପର୍ଶ କରିବା ସହିତ ତାଣ୍ଡବ ଲୀଲା ଆରମ୍ଭ କରିଥିଲା ବାତ୍ୟା। କେନ୍ଦ୍ରାପଡ଼ା ଜିଲ୍ଲା…

ଆରମ୍ଭ ହେଲା ବାତ୍ୟା ଦାନାର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା

ସ୍ଥଳଭାଗ ଛୁଇଁଲା ବାତ୍ୟା ଦାନା । ଆରମ୍ଭ ହେଲା ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ।ଭିତରକନିକା-ଧାମରା ଅଞ୍ଚଳରେ ଲ୍ୟାଣ୍ଡଫଲ୍‌ କରୁଛି ବାତ୍ୟା ଦାନା । ତେବେ ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ପ୍ରାୟ ୫ ଘଣ୍ଟା ଧରି ଚାଲିବ ଅଥାତ୍ ଏହି ପ୍ରକ୍ରିୟା ଭୋର୍‌ ସକାଳ…

ମାଡ଼ି ଆସୁଛି ବାତ୍ୟା ଦାନା: ଆକ୍ସନ ମୋଡ଼୍ ରେ ରାଜ୍ୟ ସରକାର; ୫.୮୪ ଲକ୍ଷ ଲୋକ ହୋଇଛନ୍ତି ସ୍ଥାନାନ୍ତର

ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ଦାନା । କିଛି ସମୟ ପରେ ଲ୍ୟାଣ୍ଡଫଲ କରିବ ଭୀଷଣ ବାତ୍ୟା ‘ଦାନା’ । ପାରାଦୀପଠାରୁ ୫୦ କିମି ଦୂରରେ ରହିଛି ବାତ୍ୟା । ଧାମରା ଠାରୁ ୬୦ କିମି ଦୂରରେ ରହିଛି ବାତ୍ୟା…

ନିର୍ଭୟ ପ୍ରଭାବ: ସୁବିଧା ସୁଯୋଗ ପାଇଲେ ସାଲେପୁର ରିଲିଫ କେନ୍ଦ୍ର ବାସୀ

ବିଜୟଲକ୍ଷ୍ମୀ ଦାଶ: ସାଲେପୁର ବ୍ଲକର ଲେଖନପୁର ସ୍ଥିତ ଗାନ୍ଧୀ ସରକାରୀ ହାଇସ୍କୁଲ ଏବଂ ପ୍ରାଇମେରୀ ସ୍କୁଲ କୁ ସରକାର ଙ୍କ ତରଫରୁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ଭାବେ ଘୋଷଣା କରାଯାଇ ସ୍ଥାନୀୟ ଚାଳ ଘରେ ଏବଂ ବିପଦ ସଂକୁଳ ଅବସ୍ଥା ରେ…

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ବାତ୍ୟା ସଂପର୍କରେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟାରେ ଟେଲିଫୋନ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଓଡ଼ିଶାରେ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କରେ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ, ମୁଖ୍ୟମନ୍ତ୍ରୀ ରାଜ୍ୟରେ ଚାଲିଥିବା ଲୋକଙ୍କ ସ୍ଥାନାନ୍ତର ପ୍ରକ୍ରିୟା…

ବାତ୍ୟା ଦାନା ପାଇଁ ସ୍ଥାନାନ୍ତର ହୋଇସାରିଲେଣି ୩ ଲକ୍ଷ ୫୦ ହଜାର ଲୋକ: ସୁରେଶ ପୂଜାରୀ

ବାତ୍ୟା ମୁକାବିଲା ପ୍ରସ୍ତୁତି ଓ ଲୋକଙ୍କ ସୁରକ୍ଷା ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଦେଇ କହିଛନ୍ତି ବାତ୍ୟା ଦାନା ପାଇଁ ପ୍ରଭାବିତ ହେବ ୧୧ଟି ଜିଲ୍ଲା। ସବୁଠୁ ଅଧିକ ବାଲେଶ୍ବର, ଭଦ୍ରକ ଏବଂ କେନ୍ଦ୍ରାପଡ଼ା ବେଶୀ ପ୍ରଭାବିତ ହେବ…

ବାତ୍ୟା ପାଇଁ ଆସନ୍ତାକାଲି କନ୍ଧମାଳର ସମସ୍ତ ସ୍କୁଲ୍ ବନ୍ଦ

ଆସନ୍ତାକାଲି କନ୍ଧମାଳ ଜିଲ୍ଲାର ସ୍କୁଲ ବନ୍ଦ ରହିବ ।ସାମ୍ଭାବ୍ୟ ବାତ୍ୟା ଦାନାକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ବନ୍ଦ ଘୋଷଣା କରିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ । ଏନେଇ ଆଜି ଜିଲ୍ଲା ଶିକ୍ଷା ଅଧିକାରୀ ଜିଲ୍ଲାର ସମସ୍ତ ବିଇଓ,…

ବାତ୍ୟା ପାଇଁ ବନ୍ଦ ହେଲା ଭୁବନେଶ୍ୱରରେ ୪୦ ବିମାନ ସେବା

ବାତ୍ୟା ‘ଦାନା’ ପାଇଁ ଭୁୁବନେଶ୍ୱରରେ ୪୦ ବିମାନ ସେବା ପ୍ରଭାବିତ । ଆଜି ସନ୍ଧ୍ୟା ୫ଟାରୁ ଆସନ୍ତାକାଲି ସକାଳ ୯ଟା ପର୍ଯ୍ୟନ୍ତ ଭୁବନେଶ୍ବର ବିମାନ ବନ୍ଦରକୁ ଉଡାଣ ବନ୍ଦ ରହିବ । ବାତ୍ୟା ପାଇଁ ୪୦ଟି ବିମାନ ବାତିଲ କରାଯାଇଥିବା ନେଇ…