ତାଜା ଖବର ରାଜନୀତି ରାଜ୍ୟ ରାଜ୍ୟ ସରକାରଙ୍କ ଫୋକସ ବାତ୍ୟା ମୁକାବିଲାରେ ନୁହେଁ, ପ୍ରଶଂସା ସାଉଁଟିବାରେ ଥିଲା: ବିଜେଡି October 26, 2024 Papirani ବାତ୍ୟା ଦାନାର ମୁକାବିଲା ଓ ପରିଚାଳନା ନେଇ ରାଜ୍ୟ ସରକାର ନିଜର ସଫଳତା ଦାବି କରି ଡିଣ୍ଡିମ ପିଟି ଚାଲିଥିବା ବେଳେ ବିଜୁ ଜନତା ଦଳ ତରଫରୁ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟ ସରକାର ବାତ୍ୟା ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳ…
ତାଜା ଖବର ରାଜନୀତି ରାଜ୍ୟ ସରକାର ଆପଣମାନଙ୍କ ସହିତ ସବୁବେଳେ, ସବୁସମୟରେ, ଦୃଢ ଭାବେ ଛିଡା ହୋଇଛନ୍ତି, ହୋଇଥିବେ: ମୁଖ୍ୟମନ୍ତ୍ରୀ October 26, 2024 Papirani ବାତ୍ୟା ‘ଦାନା’ ଏବଂ ଏହାର ପ୍ରଭାବ ସମ୍ବନ୍ଧରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ବାର୍ତ୍ତା ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରଭୁ ଜଗନ୍ନାଥଙ୍କ, ଅପାର କରୁଣାରୁ, ଆମ ରାଜ୍ୟ ଉପରୁ, ଏତେ ବଡ ବିପତ୍ତି ହଟି ଗଲା…
ତାଜା ଖବର ରାଜ୍ୟ ବାତ୍ୟା ପରେ ଏବେ ବର୍ଷାର ସ୍ଥିତି ବଢ଼ିଛି ଚିନ୍ତାର କାରଣ; ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ହୋଇଛି ବର୍ଷା October 26, 2024 Papirani ରାଜ୍ୟରେ ବାତ୍ୟା ଦାନାର ତାଣ୍ଡବ ପରେ ଏବେ ଡରାଇଲାଣି ବର୍ଷା। ବାତ୍ୟା ପରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗିରହିଛି। ବାତ୍ୟା ପରେ ଲାଗି ରହିଥିବା ବର୍ଷା ସ୍ଥିତି ଏବେ ଚିନ୍ତା ବଢ଼ାଇଛି । ଲଗାଣ ବର୍ଷା ପ୍ରଭାବରେ ଉତ୍ତର ଓଡିଶାର…
ତାଜା ଖବର ରାଜ୍ୟ ବାତ୍ୟା ପାଇଁ କୃଷିମନ୍ତ୍ରୀଙ୍କ ସମୀକ୍ଷା ବୈଠକ; ସାମ୍ନାକୁ ଆସିଲା ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ October 26, 2024 Papirani ରାଜ୍ୟରୁ ଟଳିଯାଇଛି ବାତ୍ୟା ଦାନାର ପ୍ରକୋପ। କିନ୍ତୁ ଛଡ଼ାଇ ନେଇଛି ଚାଷୀଙ୍କ ଜୀବିକା । ବାତ୍ୟା ଦାନାରେ କେତେ ଫସଲ କ୍ଷୟକ୍ଷତି ହୋଇଛି ସେ ନେଇ କୃଷି ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସମୀକ୍ଷା କରିଛନ୍ତି ।…
ତାଜା ଖବର ରାଜନୀତି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟାଞ୍ଚଳ ପରିଦର୍ଶନ କାର୍ଯ୍ୟକ୍ରମ ସ୍ଥଗିତ October 26, 2024 Papirani ମୁଖ୍ୟମନ୍ତ୍ରୀଙ୍କ ଆଜିର ବାତ୍ୟାଞ୍ଚଳ ପରିଦର୍ଶନ କାର୍ଯ୍ୟ ସ୍ଥଗିତ । ପାଗ ଅନୁକୂଳ ନଥିବାରୁ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟାଞ୍ଚଳ ପରିଦର୍ଶନ ସ୍ଥଗିତ କରାଯାଇଥିବା ସୂଚନା । ଆଜି ବାତ୍ୟା ଦାନାର ଦ୍ଵାରା ଅଧିକ ପ୍ରଭାବିତ ହୋଇଥିବା ସ୍ଥାନକୁ ହେଲିକପ୍ଟର ଯୋଗେ ଆକାଶ ମାର୍ଗରୁ ପରିଦର୍ଶନ…
ତାଜା ଖବର ରାଜ୍ୟ ବାତ୍ୟା ସମୟରେ କାର୍ଯ୍ୟରେ ଅବହେଳା ଓ ଲୋକଙ୍କୁ କଟୁକଥା କହି ନିଲମ୍ବିତ ହେଲେ ୪ ସରକାରୀ କର୍ମଚାରୀ October 26, 2024 Papirani ବାତ୍ୟା ‘ଦାନା’ ପାଇଁ ରାଜ୍ୟର କିଛି ଅଞ୍ଚଳରେ ଲୋକମାନେ ଭୟଭୀତ ଥିବାବେଳେ ରାଜ୍ୟବାସୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଥିଲେ କିନ୍ତୁ ବାତ୍ୟା ସମୟରେ ଲୋକଙ୍କ ସହ କିଛି ସରକାରୀ କର୍ମରୀଙ୍କ ଦୁର୍ବ୍ୟବହାର ନେଇ ଅଭିଯୋଗ ଆସିବା ପରେ…
ତାଜା ଖବର ରାଜ୍ୟ ଦୁର୍ବଳ ହୋଇ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ବାତ୍ୟା October 26, 2024 Papirani ସ୍ଥଳଭାଗରେ ତାଣ୍ଡବ ରଚିବା ପରେ ଦୁର୍ବଳ ହୋଇ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି ବାତ୍ୟା ଦାନା । ଗତ ୬ ଘଣ୍ଟା ହେବ ଏହା ପଶ୍ଚିମ ଦିଗରେ ଗତି କରି ଦୁର୍ବଳ ହୋଇଛି । ଦୁର୍ବଳ ହୋଇ ସମାନ ଅଞ୍ଚଳରେ…
ତାଜା ଖବର ରାଜ୍ୟ ଆସନ୍ତା ୨୬ ଓ ୨୭ ତାରିଖରେ କୃଷି ବିଭାଗ ଅଧିକାରୀଙ୍କ ଛୁଟି ବାତିଲ October 25, 2024 Papirani ଦୁର୍ବଳ ହୋଇଛି ବାତ୍ୟା ଦାନା । ସ୍ଥିତି ସୁଧାରିବାକୁ ଲାଗି ପଡିଛନ୍ତି ସରକାର। ବାତ୍ୟା ଦାନାର ପ୍ରଭାବ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଫସଲ କ୍ଷୟକ୍ଷତି ହୋଇଛି । ତେଣୁ ଶନିବାର ଓ ରବିବାର (୨୬-୨୭ ଅକ୍ଟୋବର)ରେ କୃଷି ବିଭାଗ ଅଧିକାରୀଙ୍କ…
ତାଜା ଖବର ରାଜନୀତି ରାଜ୍ୟ ବାତ୍ୟା ସଂପୂର୍ଣ୍ଣ ଦୁର୍ବଳ ହୋଇ ସାରିଛି, ଓଡ଼ିଶା ଏବେ ସୁରକ୍ଷିତ : ମୁଖ୍ୟମନ୍ତ୍ରୀ October 25, 2024 Papirani ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସନ୍ଧ୍ୟାରେ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ବାତ୍ୟା ପରିସ୍ଥିତି ଓ ପୁନରୁଦ୍ଧାର କାମର ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ଗଣ ମାଧ୍ୟମ ଆଗରେ ନିଜର ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ କହିଲେ ଯେ ମହାପ୍ରଭୁଙ୍କ…
ତାଜା ଖବର ରାଜ୍ୟ ବାତ୍ୟା ଆଗରୁ ବୃଦ୍ଧାଙ୍କୁ କାନ୍ଧେଇ ଆଣିବା ଘଟଣା; ଆଶା ଦିଦିଙ୍କୁ ପ୍ରଶଂସା କରିବା ସହ ଘର ଓ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ October 25, 2024 Papirani କେନ୍ଦ୍ରାପଡା ଜିଲ୍ଲା ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଆଶା ଦିଦି ଶିବାନୀ ମଣ୍ଡଳଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ନରେ ଟେଲିଫୋନ୍ ଯୋଗେ କଥାହୋଇ ବାତ୍ୟା ସମୟରେ ମାନବିକତାର ପ୍ରକୃତ ନିଦର୍ଶନ ଦେଖାଇଥିବାରୁ ତାଙ୍କୁ ଧନ୍ୟବାଦ ଦେଇଥିଲେ। ସୂଚନା…