ତାଜା ଖବର ରାଜ୍ୟ ଚଳିତ ବର୍ଷ ଶେଷ ସୁଦ୍ଧା କଟକ-ସମ୍ବଲପୁର ରାସ୍ତା କାମ ହେବ ଶେଷ: ପୃଥ୍ୱୀରାଜ ହରିଚନ୍ଦନ May 15, 2025 Papirani ଚଳିତ ବର୍ଷ ଶେଷ ସୁଦ୍ଧା କଟକ-ସମ୍ବଲପୁର ରାସ୍ତା କାମ ଶେଷ ହେବ । ସମୀକ୍ଷା ପରେ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି ଯେଉଁ ଏଜେନ୍ସି କାମ କରୁଥୁଲା ଆର୍ଥିକ ସ୍ଥିତି ଦୁର୍ବଳ କାରଣରୁ ବିଳମ୍ବ ହୋଇଥିଲା।…