Tag: Cuttack Barabati

Barabati Match Tickets: ଟି-୨୦ ମ୍ୟାଚ ପାଇଁ  ଡିସେମ୍ବର ୫ରେ ବାରବାଟୀରେ ହେବ ଟିକେଟ୍‌ ବିକ୍ରି

ଡିସେମ୍ବର ୫ରେ ବାରବାଟୀରେ ଟିକେଟ୍‌ ବିକ୍ରି । ବାରବାଟୀ ମ୍ୟାଚ ପାଇଁ ଡିସେମ୍ବର ୫ରେ ଟିକେଟ୍‌ ବିକ୍ରି ହେବ । ଏ ନେଇ ସୂଚନା ଦେଉଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।ଷ୍ଟାଡିୟମର ୬ଟି କାଉଣ୍ଟରରେ ଟିକେଟ ବିକ୍ରି ହେବ। ତେବେ…