Tag: CT / D.El.Ed

Cyclone Impact: CT/D.El.Ed. ତୃତୀୟ ପର୍ଯ୍ୟାୟ ସ୍ଲାଇଡ୍‌-ଅପ୍ ଆଡ୍‌ମିସନ୍ ଅବଧି ୨ ଦିନ ବୃଦ୍ଧି

ବାତ୍ୟା ଅର୍ଣ୍ଣବର ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ସୃଷ୍ଟି ହୋଇଥିବା ବାତ୍ୟାଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି CT/D.El.Ed. (Diploma in Elementary Education (D.El.Ed) and Certificate in Teaching (CT) ପାଠ୍ୟକ୍ରମର ୨୦୨୬-୨୦୨୮ ଶିକ୍ଷାବର୍ଷ ପାଇଁ ତୃତୀୟ ପର୍ଯ୍ୟାୟ ସ୍ଲାଇଡ୍‌-ଅପ୍…