Tag: crop damage

ବାତ୍ୟା ପାଇଁ କୃଷିମନ୍ତ୍ରୀଙ୍କ ସମୀକ୍ଷା ବୈଠକ; ସାମ୍ନାକୁ ଆସିଲା ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ

ରାଜ୍ୟରୁ ଟଳିଯାଇଛି ବାତ୍ୟା ଦାନାର ପ୍ରକୋପ। କିନ୍ତୁ ଛଡ଼ାଇ ନେଇଛି ଚାଷୀଙ୍କ ଜୀବିକା । ବାତ୍ୟା ଦାନାରେ କେତେ ଫସଲ କ୍ଷୟକ୍ଷତି ହୋଇଛି ସେ ନେଇ କୃଷି ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସମୀକ୍ଷା କରିଛନ୍ତି ।…