Tag: Crocodile Census

Bhitarkanika To Remain Closed For Crocodile Census: କାଲିଠାରୁ ୩ ଦିନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା

ଆସନ୍ତାକାଲିଠୁ ୩ ଦିନ ଧରି ବନ୍ଦ ରହିବ ଭିତରକନିକା। କୁମ୍ଭୀର ଗଣନା ପାଇଁ ପର୍ଯ୍ୟଟକଙ୍କ ପାଇଁ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ୩ ଦିନ ଭିତରକନିକା ବନ୍ଦ । ବନଖଣ୍ଡ ପକ୍ଷରୁ ୫୧ଟି ଜାଗାରେ କୁମ୍ଭୀର ଗଣନା କରାଯିବ । ଏହି…