Tag: Crew Member

ଜାହାଜରୁ ଖସି ପଡ଼ିଲେ ୨ କ୍ରିୟୁ ମେମ୍ବର; ଜଣେ ନିଖୋଜ

ପାରାଦୀପରେ ଜାହାଜରୁ ଖସିପଡ଼ିଲେ ୨ କ୍ରିୟୁ ମେମ୍ବର । ଜଣେ କ୍ରିୟୁ ମେମ୍ବର ଉଦ୍ଧାର ହୋଇଥିବା ବେଳେ ଏବେ ବି ଜଣେ ନିଖୋଜ ଅଛନ୍ତି। ପାରାଦୀପ ପୋର୍ଟ PICT ବର୍ଥରେ ଘଟିଛି ଅଘଟଣ। ସିଆଇଏସଏଫ ଓ ମେରାଇନ୍ ପୋଲିସ ଦ୍ୱାରା ଉଦ୍ଧାର…