ତାଜା ଖବର ରାଜ୍ୟ CPSE-2024 Exam Announcement Soon: ଖୁବ ଶୀଘ୍ର ହେବ ପୁଲିସ ଏସ୍ଆଇ ପରୀକ୍ଷା ଘୋଷଣା September 5, 2026 Nirvay ମିଳିତ ପୁଲିସ୍ ସେବା ପରୀକ୍ଷା (CPSE)-୨୦୨୪କୁ ନେଇ ଖୁବ ଶୀଘ୍ର ଘୋଷଣା କରାଯିବ । ଏନେଇ ଓଡ଼ିଶା ୟୁନିଫର୍ମଡ୍ ସେବା କର୍ମଚାରୀ ଚୟନ ଆୟୋଗ (OUESSS) ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି । ଆୟୋଗ ପକ୍ଷରୁ କୁହାଯାଇଛି ଯେ, ପୂର୍ବରୁ…