Tag: Couple

ଅବିବାହିତ ଯୋଡ଼ିଙ୍କୁ OYO ମନା; ଆସୁଛି ନୂଆ ନିୟମ

ଅବିବାହିତ ଦମ୍ପତିଙ୍କୁ ଓୟୋ ଯିବା ମନା । ଏହି ବଡ଼ ଘୋଷଣା କରିଛି ଓୟୋ। ଗ୍ରାଉଣ୍ଡରୁ ମିଳିଥିବା ରିପୋର୍ଟ ଆଧାରରେ ଓୟୋ ନେଇଛି ନିଷ୍ପତ୍ତି । କମ୍ପାନୀ ତା’ର ଚେକ-ଇନ୍ ନିୟମରେ ବଡ଼ ପରିବର୍ତ୍ତନ କରିବା ସହ ହୋଟେଲରେ ଏହାକୁ ଲାଗୁ…