Tag: constitutional expert

Subhash Kashyap Passes Away: ପରଲୋକରେ ପୂର୍ବତନ ଲୋକସଭା ମହାସଚିବ ଏବଂ ସାମ୍ବିଧାନିକ ବିଶେଷଜ୍ଞ ଡକ୍ଟର ସୁଭାଷ କଶ୍ୟପ

ପୂର୍ବତନ ଲୋକସଭା ମହାସଚିବ ଏବଂ ସାମ୍ବିଧାନିକ ବିଶେଷଜ୍ଞ ଡକ୍ଟର ସୁଭାଷ କଶ୍ୟପଙ୍କ ପରଲୋକ । ୯୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନାରୁ ଜଣାପଡ଼ିଛି। ସେ ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ…