ତାଜା ଖବର ରାଜନୀତି ରାଜ୍ୟ Odisha Congress Crisis: ମୋ ଚିଠିର ପ୍ରଭାବ ପଡିଛି, କଂଗ୍ରେସ ଦଳର ସ୍ଥିତିରେ ପରିବର୍ତ୍ତନ ହେବ- ମହମ୍ମଦ ମୋକିମ December 18, 2025 Papirani କଂଗ୍ରେସର କେନ୍ଦ୍ରୀୟ ନେତା କଥା ହେବା ପରେ ପ୍ରତିକ୍ରିୟା ଦେଲେ ମହମ୍ମଦ ମୋକିମ । ସେ କହିଛନ୍ତି କିଛି କେନ୍ଦ୍ରୀୟ ନେତା ମୋ ସହ କଥା ହୋଇଛନ୍ତି । ମୁଁ ଯାହା ଚିଠିରେ ଲେଖିଥିଲି ସେ ବାବଦରେ ପଚାରି ବୁଝିଛନ୍ତି ।…