ତାଜା ଖବର ରାଜ୍ୟ Student Assaulted For Refusing Drugs: ଘରୋଇ ବିଶ୍ୱବିଦ୍ୟାଳୟରେ ସାଂଘାତିକ କାଣ୍ଡ; ଡ୍ରଗ୍ସ ସେବନ ନକରିବାରୁ ଛାତ୍ରଙ୍କୁ ମାଡ଼ ମାରିବା ଅଭିଯୋଗ December 10, 2025 Papirani ଡ୍ରଗ୍ସ ସେବନ ନକରିବାରୁ ଛାତ୍ରଙ୍କୁ ମାଡ଼ । ଏଭଳି ସାଂଘାତିକ ଅଭିଯୋଗ ଉଠାଇଛନ୍ତି ଭୁବନେଶ୍ବର ଉପକଣ୍ଠରେ ଥିବା ଏକ ଘରୋଇ ବିଶ୍ବବିଦ୍ୟାଳୟ ଛାତ୍ର । ଡ୍ରଗ୍ସ ସେବନ ନ କରିବାରୁ କିଛି ସହପାଠୀ ଓ ସିନିୟର ଛାତ୍ର ମାଡ଼ ମାରିବା ସହ…