ତାଜା ଖବର ଦେଶ ରାଜନୀତି ନିଲାମ ହେବ ଓଡ଼ିଶାର ୧୭ କୋଇଲା ଖଣି June 22, 2024 Papirani କେନ୍ଦ୍ର ସରକାର ଦଶମ ପର୍ଯ୍ୟାୟ ବାଣିଜ୍ୟକ ୬୧ଟି କୋଇଲା ବ୍ଲକ୍ର ନିଲାମ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିରେ ଦେଶର ୬୧ଟି ଖଣି ବିକ୍ରି ନିମନ୍ତେ ରଖାଯାଇଥିବାବେଳେ ଓଡ଼ିଶାରୁ ସ୍ଥାନ ପାଇଛି ସର୍ବଧିକ ୧୭ଟି କୋଇଲା ଖଣି । ନିଲାମ ପ୍ରକ୍ରିୟା ଆରମ୍ଭ…