ତାଜା ଖବର ରାଜ୍ୟ Hoarding Collapse Deaths: ରାଜଧାନୀରେ ହୋର୍ଡିଂ ପଡ଼ି ୨ ମୃତ୍ୟୁ ଘଟଣାରେ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ February 25, 2026 Nirvay ଭୁବନେଶ୍ୱରର ଆଇଗିଣିଆରେ ହୋର୍ଡିଂ ଭୁଶୁଡି ଯାଇ ଦୁଇ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁଃଖ ପ୍ରକାଶ କରିବା ସହ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଦେବାକୁ…