ତାଜା ଖବର ଦେଶ ୨୦୨୬ରୁ ବର୍ଷକୁ ଦୁଇଥର ହେବ CBSE ଦଶମ ପରୀକ୍ଷା June 25, 2025 Papirani ଏବେ ଛାତ୍ରଛାତ୍ରୀମାନେ ବର୍ଷକୁ ଦେବେ ଦୁଇଥର ଦଶମ ପରୀକ୍ଷା । ୨୦୨୬ରୁ ବର୍ଷକୁ ଦୁଇଥର ହେବ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ଦଶମ ପରୀକ୍ଷା । ଏଥିରେ ପ୍ରଥମ ପରୀକ୍ଷା ବାଧ୍ୟତାମୂଳକ ଓ ଦ୍ବିତୀୟ ପରୀକ୍ଷା ଇଚ୍ଛାଧୀନ ରହିବ । ଯେଉଁ…