Tag: CJP Support

BJP Slams Naveen Patnaik’s Post: ମୋଦି ଦେଶକୁ ଯୋଡିବାକୁ ଚାହୁଁଥିବା ବେଳେ ନବୀନ ପଟ୍ଟନାୟକ ଭାଙ୍ଗିବା କାର୍ଯ୍ୟରେ ଲାଗିଛନ୍ତି: ଯତୀନ ମହାନ୍ତି

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ସାମାଜିକ ଗଣମାଧ୍ୟମ ଏକ୍ସ ପୋଷ୍ଟ ମାଧ୍ୟମରେ ବିଜେପି ଆନ୍ଦୋଳନର ମୁଖ୍ୟ କର୍ଣ୍ଣଧାର ଆଶୁତୋଷ ରାଙ୍କା ଓ ସୌରଭ ଦାସଙ୍କ ଗିରଫଦାରୀକୁ ନିନ୍ଦା କରିବା ସହ ସେମାନଙ୍କୁ ତୁରନ୍ତ ମୁକ୍ତ କରିବା ପାଇଁ ଦାବି ଜଣାଇଛନ୍ତି।…