Tag: Civil Services Coaching

UPSC Free Coaching in Odisha: ଦେୟମୁକ୍ତ ହେବ ୟୁପିଏସସି ସିଭିଲ୍‌ ସର୍ଭିସ୍‌ କୋଚିଂ

ଦେୟମୁକ୍ତ ହେବ ୟୁପିଏସସି ସିଭିଲ୍‌ ସର୍ଭିସ୍‌ ରେସିଡେନ୍‌ସିଆଲ୍‌ କୋଚିଂ । ଓଡ଼ିଶା ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଆଶାୟୀଙ୍କୁ ମିଳିବ ମାଗଣାରେ ତାଲିମ । ଏଥିପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଆଶାୟୀଙ୍କ ଠାରୁ ଦରଖାସ୍ତ…