ତାଜା ଖବର ଦେଶ ରାଜ୍ୟ Padmakar S Ranipse Appointed CISF Special DG: ସିଆଇଏସଏଫର ସ୍ୱତନ୍ତ୍ର ଡିଜି ଭାବେ ନିଯୁକ୍ତ ହେଲେ ପି.ଏସ୍. ରଣପିସେ September 3, 2026 Papirani ୧୯୯୫ ବ୍ୟାଚ୍ର ଓଡ଼ିଶା କ୍ୟାଡର ଆଇପିଏସ୍ ଅଫିସର ପଦ୍ମାକର ଏସ୍. ରଣପିସେ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (CISF)ର ସ୍ପେଶାଲ ଡିଜି ଭାବେ ନିଯୁକ୍ତ ହୋଇଛନ୍ତି। ଏହା ପୂର୍ବରୁ ସେ CISFର ଏଡିଜି ଦାୟିତ୍ୱରେ କାର୍ଯ୍ୟରତ ଥିଲେ। କ୍ୟାବିନେଟର ନିଯୁକ୍ତି କମିଟି…