ତାଜା ଖବର ଦେଶ President chopper scare: କେରଳରେ ରାଷ୍ଟ୍ରପତିଙ୍କ ଚପର୍ ଲ୍ୟାଣ୍ଡିଂ ବେଳେ ଅଘଟଣ October 22, 2025 Papirani କେରଳ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କେରଳରେ ରାଷ୍ଟ୍ରପତିଙ୍କ ଚପର୍ ଲ୍ୟାଣ୍ଡିଂ ବେଳେ ଅଘଟଣ ହୋଇଛି। ଅବତରଣ କରିବା ପରେ ଅସ୍ଥାୟୀ ହେଲିପ୍ୟାଡରେ ଫସିଗଲା ହେଲିକପ୍ଟର। ପ୍ରମାଦମରେ ନବ ନିର୍ମିତ କଂକ୍ରିଟ୍ ହେଲିପ୍ୟାଡ୍ ଧସିବା ଫଳରେ ଲ୍ୟାଣ୍ଡିଂ ବେଳେ ହେଲିପ୍ୟାଡ୍ରେ ଫସିଯାଇଥିଲା…