ତାଜା ଖବର ରାଜ୍ୟ ଯାଜପୁରରେ କଲେରା ପଜିଟିଭ ଚିହ୍ନଟ June 14, 2025 Papirani ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପୁଣି କଲେରା ପଜିଟିଭ୍ ଚିହ୍ନଟ ରୋଗୀମାନଙ୍କ ଚିନ୍ତାର ବିଷୟ ପାଲଟିଛି । ଝାଡ଼ାବାନ୍ତି ଆକ୍ରାନ୍ତ ପରେ ଏବେ ଯାଜପୁରରେ କଲେରା ପଜିଟିଭ୍ ଚିନ୍ତା ବଢ଼ାଇଲାଣି । ଯାଜପୁରରେ ଝାଡ଼ାବାନ୍ତି ନେଇ ସ୍ବତନ୍ତ୍ର…