Tag: child pornography

ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଦେଖିବା କିମ୍ବା ଡାଉନ୍‌ଲୋଡ କରିବା ଏକ ଗୁରୁତର ଅପରାଧ: ସୁପ୍ରିମକୋର୍ଟ

ଚାଇଲ୍ଡ ପର୍ଣ୍ଣୋଗ୍ରାଫି ନେଇ ସୁପ୍ରିମକୋର୍ଟଙ୍କ ଆସିଲା ବଡ଼ ରାୟ । ଛୋଟ ପିଲାଙ୍କ ସହ ଜଡିତ ଅଶ୍ଳିଳ ଭିଡ଼ିଓ ଦେଖିବା ଏବଂ ଡାଉନଲୋଡ କରି ରଖିବା ମଧ୍ୟ ପୋକସୋ ଆକ୍ଟ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) ଆଇନ ଅଧୀନରେ ଅପରାଧ ବୋଲି…