Tag: Chikiti

ଚିକିଟି ମଦମୃତ୍ୟୁ ମାମଲା; ଅପମିଶ୍ରଣ ବା ବିଷକ୍ରିୟାରୁ ହୋଇଛି ମୃତ୍ୟୁ !

ଗଞ୍ଜାମ ଜିଲା ଚିକିଟିରେ ବିଷାକ୍ତ ମଦମୃତ୍ୟୁକୁ ନେଇ ଏମ୍‌କେସିଜି ଅଧୀକ୍ଷକଙ୍କ ପ୍ରତିକ୍ରିୟା । ସେ କହିଛନ୍ତି ବାହାରୁ କିଛି ବିଷାକ୍ତ ପଦାର୍ଥ ମିଶାଯାଇ ଥାଇପାରେ କାରଣ ରୋଗୀ ଲକ୍ଷଣରୁ ବାହାରୁ କିଛି ବିଷାକ୍ତ ପଦାର୍ଥ ମିଶାଯାଇଥିବା ଲାଗୁଛି । ଅପମିଶ୍ରଣ ବା…

ଚିକିଟି ମଦ ମୃତ୍ୟୁ ମାମଲା; ଆଉ ଜଣେ ଗିରଫ

ଚିକିଟି ମଦ ମୃତ୍ୟୁ ମାମଲାରେ ଆଉ ଜଣେ ଗିରଫ ହୋଇଛନ୍ତି। ଗିରିଶୋଲା ଷ୍ଟେସନରୁ ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ଗିରଫ କରିଛି କ.ନୂଆଗାଁ ପୋଲିସ। ମାଉନ୍ଦପୁରର ପୂର୍ଣ୍ଣଚନ୍ଦ୍ର ଦେଶୀ ମଦ କାରବାର କରୁଥିଲା। ଟ୍ରେନ୍‌ରେ ବେଙ୍ଗାଲୁରୁ ଯିବା ବେଳେ ମୋବାଇଲ୍ ଟ୍ରାକ୍ କରି ଧରିଲା…

ଚିକିଟି ମଦମୃତ୍ୟୁ ଘଟଣା: ବିଜେଡି ଲିଙ୍କ୍‌ରେ ଚାଲିଛି ମଦ କାରବାର !

ଚିକିଟି ମଦମୃତ୍ୟୁ ମାମଲାରେ ବିଜେଡିକୁ ଟାଣିଲେ ବିଜେପି ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ । ଚିକିଟି ବିଧାୟକ ଗଣମଧ୍ୟାରେ ପ୍ରତିକ୍ରିୟା ଦେଇ କହିଛନ୍ତି ବର୍ଷ ବର୍ଷ ଧରି ବିଜେଡି ଲିଙ୍କ୍‌ରେ ଚାଲିଥିଲା ମଦ କାରବାର । ଏକଥା ମୁଁ କହୁ…