ତାଜା ଖବର ଦେଶ Historic surrender in Chhattisgarh: ଆତ୍ମସମର୍ପଣ କଲେ ୨୦୮ ମାଓବାଦୀ October 17, 2025 Papirani ସବୁଠାରୁ ବଡ ନକ୍ସଲଙ୍କ ଆତ୍ମସମର୍ପଣ । ଅସ୍ତ୍ର ଛାଡ଼ିଛନ୍ତି ୨୦୮ ମାଓବାଦୀ । ଜଗଦଲପୁରରେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଏବଂ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମାଙ୍କ ନିକଟରେ ୨୦୮ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ୧୫୩ ମାରଣାସ୍ତ୍ର ଦାଖଲ କରିଛନ୍ତି, ଯେଉଁଥିରେ…