Tag: Chhattisgarh

ଛତିଶଗଡ଼ରେ ବଡ଼ ମାଓବାଦୀ ଆକ୍ରମଣ; ୮ ଯବାନ ଶହୀଦ

ଛତିଶଗଡ଼ ବିଜାପୁରରେ ଆଇଇଡି ବିସ୍ଫୋରଣ । ମାଓବାଦୀ ବିଛାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୮ ଜଣ ଯବାନ ସହିଦ ହୋଇଥିବାବେଳେ ଜଣେ ଗାଡ଼ି ଚାଳକଙ୍କ ପ୍ରାଣ ହରାଇଛନ୍ତି ।କୁମ୍ବିଂ ଅପରେସନ୍ ସାରି ଫେରୁଥିବାବେଳେ ଏହି ବିସ୍ଫୋରଣ ହୋଇଥିବା ଜଣପଡ଼ିଛି । ଘଟଣାସ୍ଥଳରେ ଅତିରିକ୍ତ…

ଛତିଶଗଡ ବିଜାପୁରରେ ସାମ୍ୱାଦିକଙ୍କୁ ନିର୍ମମ ହତ୍ୟା; ରାସ୍ତା ନିର୍ମାଣ ଦୁର୍ନୀତି ଖବର ପ୍ରସାରଣ ନେଇ ହତ୍ୟା ଅଭିଯୋଗ

ଛତିଶଗଡ ବିଜାପୁରରେ ଜଣାଶୁଣା ଏନଡିଟିଭି ସାମ୍ୱାଦିକ ମୁକେଶ ଚନ୍ଦ୍ରାକରଙ୍କୁ ନିର୍ମମ ହତ୍ୟା କରାଯାଇଛି । ଜଣେ ଠିକାଦାରଙ୍କ ପାଇଖାନା ଟାଙ୍କିରୁ ସାମ୍ବାଦିକଙ୍କ ମୃତ ଦେହ ଉଦ୍ଧାର କରିଛି ପୁଲିସ । ଗତ ୧ ତାରିଖରୁ ନିଖୋଜ ଥିଲେ ମୁକେଶ । ତାଙ୍କର…

ଛତିଶଗଡ଼ରେ ବଜ୍ରପାତରେ ୬ ଛାତ୍ରଛାତ୍ରୀଙ୍କ ସମେତ ୮ ମୃତ

ଛତିଶଗଡ଼ର ରାଜନାନ୍ଦଗାଓଁ ଜିଲ୍ଲାର ଏକ ଗାଁରେ ବଜ୍ରପାତ ରେ ୬ ଜଣ ସ୍କୁଲ ପିଲାଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି।। ଖବର ପାଇ ପୁଲିସ ଓ ପ୍ରଶାସନର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ…

ନକ୍ସଲଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୨ ଯବାନ ସହିଦ, ୪ ଜଣ ଗୁରୁତର

ପୁଣି ନକ୍ସଲଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି । ଛତିଶଗଡ଼ରେ ସିଆରପିଏଫ୍ ଓ ଡିଆର୍‌ଜି ଯବାନଙ୍କ କମ୍ବିଂ ଅପରେସନ ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରିଛନ୍ତି ନକ୍ସଲ । ଫଳରେ ଘଟଣାସ୍ଥଳରେ ୨ ଯବାନ ସହିଦ ହୋଇଥିବା ବେଳେ ବିସ୍ଫୋରଣରେ ୪ ଜଣ…

ଛତିଶଗଡରେ ଏନକାଉଣ୍ଟର: ୮ ମାଓବାଦୀ ମୃତ

ଛତିଶଗଡ ବିଜାପୁରରେ ଏନକାଉଣ୍ଟର । ଦାର୍ଘ ୧୧ଘଣ୍ଟା ଧରି ଏହି ଏନକାଉଣ୍ଟର ଚାଲିଥିଲା । ଯେଉଁଥିରେ ବିଜାପୁର ପୋଲିସ ଏବଂ ସିଆରପିଏଫ କୋବ୍ରା ଯବାନଙ୍କୁ ବଡ଼ ସଫଳତା ମିଳିଛି। ଯବାନଙ୍କ ଗୁଳିରେ ୮ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଗାଙ୍ଗଲୁର ଥାନା ପଡିଆ…