Tag: Charminar

ହାଇଦ୍ରାବାଦରରେ ଭୟଙ୍କର ଅଗ୍ନିକାଣ୍ଡ: ୧୭ ମୃତ,୧୫ ଆହତ; ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି

ହାଇଦ୍ରାବାଦର ଭୟଙ୍କର ଚାରମିନାର୍ ନିକଟ ଗୁଲଜାର୍ ହାଉସ୍‌ରେ ଅଗ୍ନିକାଣ୍ଡ। ଜନବହୁଳ ଓ ବ୍ୟବସାୟ ପାଇଁ ବ୍ୟବହୃତ ଗୁଲଜାର୍ କୋଠାରେ ନିଆଁ ଲାଗିବାରୁ ଅତି କମରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଊର୍ଦ୍ଧ୍ବ ଗୁରୁତର ହୋଇଛନ୍ତି । ଆହତଙ୍କୁ ଚିକିତ୍ସା…