ତାଜା ଖବର ରାଜନୀତି ରାଜ୍ୟ Chandbali Bandh: ଆସନ୍ତାକାଲି ଚାନ୍ଦବାଲି ବନ୍ଦ ଡାକରା ଦେଲେ ବିଜେଡି ଓ କଂଗ୍ରେସ December 24, 2025 Papirani ଆସନ୍ତାକାଲି ଚାନ୍ଦବାଲି ବନ୍ଦ ଡାକରା ଦେଲେ ବିଜେଡି ଓ କଂଗ୍ରେସ । ସକାଳ ୬ରୁ ଦିନ ୧୨ଟା ଯାଏଁ ଚାନ୍ଦବାଲି ବ୍ଲକରେ ବନ୍ଦ ଡାକରା ଦିଆଯାଇଛି । ଏ ନେଇ ସୂଚନା ଦେଲେ ବିଧାୟକ ବ୍ୟୋମକେଶ ରାୟ, କଂଗ୍ରେସ ନେତା ଦିଗମ୍ବର…