ଖେଳ ତାଜା ଖବର ରାଜ୍ୟ Hockey India League 2025-26: ହକି ଇଣ୍ଡିଆ ଲିଗ୍ ଚାମ୍ପିଅନ୍ ହେଲା କଳିଙ୍ଗ ଲାନ୍ସର୍ସ January 27, 2026 Papirani ପୁଣି କଳିଙ୍ଗ ଲାନ୍ସର୍ସ ହେଲା ହକି ଇଣ୍ଡିଆ ଲିଗ୍ ଚାମ୍ପିଅନ୍ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା ହକି ଇଣ୍ଡିଆ ଲିଗ୍ ଫାଇନାଲ୍ ମ୍ୟାଚରେ ରାଞ୍ଚି ରୟାଲ୍ସକୁ ୩-୨ରେ ହରାଇ କଳିଙ୍ଗ ଲାନ୍ସର୍ସ ବିଜେତା ହେଇଛି । ଦ୍ଵିତୀୟ ଥର ଚାମ୍ପିଅନ…