ଖେଳ ତାଜା ଖବର ବାର୍ଷିକ ଚୁକ୍ତି ତାଲିକା ଜାରି କଲା ବିସିସିଆଇ April 21, 2025 Papirani ବିସିସିଆଇ ନିଜର ବାର୍ଷିକ କେନ୍ଦ୍ରୀୟ ଅନୁବନ୍ଧନ ଘୋଷଣା କରିଛି । ଟପ୍ ଖେଳାଳିଙ୍କ ଗ୍ରେଡ ଏ ପ୍ଲସରେ କୌଣସି ପରିବର୍ତ୍ତନ କରାଯାଇନି । ଏଥର ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ୩୪ ଖେଳାଳିଙ୍କୁ ରଖାଯାଇଛି । ଗତଥର ଏହି ସଂଖ୍ୟା ୩୦ ଥିଲା ।…