ତାଜା ଖବର ରାଜ୍ୟ Plus Two Exams 2027: ଯୁକ୍ତ ଦୁଇ ପରୀକ୍ଷା ୨୦୨୭; ସମସ୍ତ ପରୀକ୍ଷା କେନ୍ଦ୍ର ଓ ଷ୍ଟ୍ରଙ୍ଗ୍ ରୁମରେ ବାଧ୍ୟତାମୂଳକ ସିସିଟିଭି ସହିତ ଲାଇଭ୍ ଷ୍ଟ୍ରିମିଂ: CHSE October 21, 2026 Papirani ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଆୟୋଜିତ ହେବାକୁ ଥିବା ୨୦୨୭ ବାର୍ଷିକ ଯୁକ୍ତ ଦୁଇ ପରୀକ୍ଷାକୁ ଅଧିକ କଡ଼ା, ନିରପେକ୍ଷ ଏବଂ ସ୍ୱଚ୍ଛ କରିବା ପାଇଁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଚଳିତ ଥର କେବଳ ସିସିଟିଭି କ୍ୟାମେରା…