ତାଜା ଖବର ଦେଶ Delhi Blast: ବିସ୍ଫୋରଣସ୍ଥଳରୁ ୯ଏମ୍ଏମ୍ର ୩ ଟି କ୍ୟାଟ୍ରିଜ୍ ଠାବ November 16, 2025 Papirani ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର ବୋମା ବିସ୍ଫୋରଣ ଘଟଣାର ତଦନ୍ତରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି। ବିସ୍ଫୋରଣସ୍ଥଳରୁ ୯ଏମ୍ଏମ୍ର ୩ ଟି କ୍ୟାଟ୍ରିଜ୍ ଠାବ କରାଯାଇଛି । ଦୁଇଟି ଅଫୁଟା ଓ ଗୋଟିଏ ଖାଲି ସେଲ୍ ପୁଲିସ…