Tag: Car burn

BJP Leader Car Burned: ବିଜେପି ନେତ୍ରୀଙ୍କ ଗାଡ଼ି ଜାଳିଦେଲେ ଦୁର୍ବୃତ୍ତ

କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଛଞ୍ଚୁଣିଆରେ ବିଜେପି ନେତ୍ରୀଙ୍କ ଗାଡ଼ି ଜାଳି ଦେଇଛନ୍ତି ଦୁର୍ବୃତ୍ତ । ବରିଷ୍ଠ ବିଜେପି ନେତ୍ରୀ ଗୀତାଞ୍ଜଳୀ ସେଠୀଙ୍କ ବାସଭବନରେ ରଖାଯାଇଥିବା ଗାଡ଼ି ରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛି । ଭୋର ପ୍ରାୟ ୪ଟା…