Tag: Car accident

BJP Leader Lalatendu Badhu’s Car Accident: ବିଜେପି ନେତା ଲଲାଟେନ୍ଦୁ ବଡୁଙ୍କ ଗାଡ଼ି ଧକ୍କାରେ ୩ ଆହତ

କଟକ ମେରିଆ ବଜାରରେ ବିଜେପି ନେତା ଲଲାଟେନ୍ଦୁ ବଡୁଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଲଲାଟେନ୍ଦୁ ବଡୁଙ୍କ ଗାଡ଼ି ଧକ୍କାରେ ୪ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୨ ଜଣ ଶିଶୁ ଥିବା ଜଣାପଡିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ…

Mukesh Mahaling’s Car meets with Accident: ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ

ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ କାର୍ ଦୁର୍ଘଟଣାଗ୍ରସ୍ତ । ପାଇଲଟ୍ ଗାଡ଼ିକୁ ପଛରୁ ପିଟିଲା ମନ୍ତ୍ରୀଙ୍କ କାର୍ । ଗାଡ଼ିର ସୁରକ୍ଷା ବେଲୁନ୍ ବାହାରି ଯିବାରୁ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ସମ୍ବଲପୁରରୁ ମୟୂରଭଞ୍ଜ ଯାଉଥିବା ବେଳେ କେନ୍ଦୁଝର ଜିଲ୍ଲା…

Ashrumochan Mohanty: ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ

ଓଲିଉଡ୍ ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ । ଏକ ବଡ଼ ଅଘଟଣରୁ ବର୍ତ୍ତିଯାଇଛନ୍ତି ଅଶ୍ରୁମୋଚନ । ବିଳମ୍ବିତ ରାତିରେ ବରିଷ୍ଠ ସିନେ ଅଭିନେତା ଅଶ୍ରୁ୍ମୋଚନ ମହାନ୍ତି କଟକରୁ ସୁଟିଂ ସାରି କଳାରାହଙ୍ଗ ସ୍ଥିତ ବାସଭବନକୁ ଫେରୁଥିବାବେଳେ ସାମ୍ନାକୁ କୁକୁର ପଳାଇ…

କାର ଦୁର୍ଘଟଣାରେ ଆରଆଇ ମୃତ, ୬ ଜଣ ଗୁରୁତର ଆହତ

ବ୍ରହ୍ମପୁରରୁ ମା’ ତାରାତାରିଣୀଙ୍କ ଦର୍ଶନ ସାରି ଫେରୁଥିବା ବେଳେ କାର୍ ଦୁର୍ଘଟଣା ଗ୍ରସ୍ତ । ହିନ୍ଦୋଳ ନିକଟରେ ହୋଇଥିବା ଏହି ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏବଂ ଅନ୍ୟ ଛଅ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ…

ଦୁର୍ଘଟଣାଗ୍ରସ୍ତ କାର୍‌ରୁ ମିଳିଲା ବିଡ଼ା ବିଡ଼ା ଟଙ୍କା ଓ ସୁନା; ଦୁଇ ଗିରଫ 

ଦ୍ରୁତଗତିରେ ଯାଉ ଯାଉ ପିଟି ହୋଇଗଲା କାର୍ । କାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଗାଡ଼ି ଭିତରୁ ଜବତ ହେଲା ୨ ଲକ୍ଷ ୪୦ ହଜାର ଟଙ୍କା ସହ ସୁନା ଓ ରୁପା ଅଳଙ୍କାର । ବାଲେଶ୍ୱର ଜିଲ୍ଲା ଜୁଣିଆ ବଜାରରେ…

ସୌରଭ ଗାଙ୍ଗୁଲିଙ୍କ କାର୍ ଦୁର୍ଘଟଣା ଗ୍ରସ୍ତ

ପୂର୍ବତନ ଭାରତୀୟ କ୍ରିକେଟର୍ ସୌରଭ ଗାଙ୍ଗୁଲିଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । କୋଲକାତା ଦୁର୍ଗାପୁର ଏକ୍ସପ୍ରେସୱେ ଦେଇ ବର୍ଦ୍ଧମାନ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ସୌରଭ ଗାଙ୍ଗୁଲି। ତେବେ ଦୁର୍ଘଟଣାରୁ ସୌରଭ ଗାଙ୍ଗୁଲି କୌଣସି ଆଘାତ ଲାଗି ନ ଥିବା…

ସୁଟିଂ ସାରି ଫେରୁଥିବାବେଳେ ଟ୍ରକ୍-କାର୍ ମୁହାଁମୁହିଁ ଧକ୍କା: ଜଣେ ମୃତ,୪ ଗୁରୁତର

କଟକ ଜିଲ୍ଲା ତ୍ରିଶୁଳିଆ କାଜିପାଟଣା ନିକଟରେ କୁଆଖିଆ ନଦୀ ପୋଲ ଉପରେ ଗତକାଲି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ଟ୍ରକ୍‌କୁ ପିଟିଦେଇଛି କାର୍‌। କାର୍‌ଟିକୁ ଧକ୍କା ଦେଲପରେ ବ୍ରିଜରୁ ତଳକୁ ଭାରାସାମ୍ୟ ହରାଇ ଖସି ପଡ଼ିଛି ଟ୍ରକ୍‌।…